Rajalaxmi_vibe
@rajalaxmi2000
Abonați
vizualizări
Videoclipuri
API
60
Contor abonați YouTube live
Loading Advanced Analytics...
Rajalaxmi_vibe
⭕❗⭕Jay Jagannath ⭕❗⭕
ନମସ୍କାର,
ମୋର ପ୍ରିୟ ଦର୍ଶକ ବନ୍ଦୁ ଗଣ ଆପଣ ସମସ୍ତଙ୍କୁ ମୋ channel କୁ ସ୍ବାଗତ ଜଣାଉଛି। ଆଶା କରୁଛି ଆପଣ ମାନେ ମୋ vlog କୁ ଢେର୍ ସାରା ଭଲ ପାଇବା ଆଉ ମୋତେ ଆଗକୁ ବଢିବା ପାଈଁ ଆଶୀର୍ବାଦ କରିବେ।
ମୁଁ ଆପଣଙ୍କ ସହ share କରିବି ମୋ life style, food vlogging, new recipe & some types of computer knowledge. ଖାଇବା ପିଇବା ଯେତିକି ଜରୁରୀ କିଛି ଟା ଜ୍ଞାନ ମଧ୍ୟ ସେତକି ଜରୁରୀ ସେଥିପାଇଁ ମୁଁ ଯେତିକି କିଛି ଜାଣିଛି ଆପଣ ସମସ୍ତଙ୍କୁ ଶିଖେଇବା ପାଈଁ ଚେଷ୍ଟା କରିବି। ଯଦି କିଛି ତ୍ରୁଟି ରହେ ତାହାକୁ ଆପଣ ମାନେ ସଂଶୋଧନ କରିବା କୁ ମୋର ଅନୁରୋଧ।
ଆଶା କରୁଛି ଆପଣ ସମସ୍ତଙ୍କୁ ମୋର video ଭଲ ଲାଗିବ। ମୋ channel କୁ ନୁଆ ଆସିଥିଲେ LIKE, SHARE & SUBSCRIBE କରିବେ ଆଉ ପାଖରେ ଥିବା Bell icons କୁ ପ୍ରେସ କରିବାକୁ ଜମାରୁ ଭୁଲିବେନି, ସେଥିରେ ମୋର ସବୁତକ ନୁଆ video ର notification ଅତି ସହଜ ରେ ପାଇପାରିବେ ।
ଏମିତି ନୁଆ ନୂଆ update ପାଇବା ପାଇଁ ମତେ support କରୁଥାନ୍ତୁ ଆଉ Subscribe for more💁🏻♀️🤗
🌹ଧନ୍ୟବାଦ୍ 🙏
Embed
Urmărește abonații YouTube, vizualizările, comparațiile între creatori și milestone-urile în timp real.
Videoclipuri
🤗Yummy snacks on a misty evening! 😍#easy #evening #snacks #homemade #foodie #viralvideo #odisha
Uploaded
301
vizualizări
6
Likes
2
Comments
About RealtimeSubCount.com
Urmărește abonații YouTube, vizualizările, comparațiile între creatori și milestone-urile în timp real.